ଡରିଲାଣି ପାକିସ୍ତାନ: ଜାତିସଂଘକୁ ମାଗୁଛି ସହାୟତା
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇ ଯାଇଛି।
ପୁଲଓ୍ବାମା ଆକ୍ରମଣ ନେଇ ମୁହଁ ଖୋଲିଲେ ଇମ୍ରାନ୍: ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ଇସଲାମାବାଦ୍,୧୯।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ଥିବା ନେଇ ପ୍ରମାଣ ମିଳିଲେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ।
୩୦ ଲକ୍ଷରେ କିଡ୍ନୀ, ୮୦ ଲକ୍ଷରେ ଲିଭର ହେଉଥିଲା ବିକ୍ରି: ଚେର ଲମ୍ବିଥିଲା ଦିଲ୍ଲୀଠାରୁ ଶ୍ରୀଲଙ୍କା-ତୁର୍କୀ
କାନପୁର,୧୯।୨: ଉତ୍ତରପ୍ରଦେଶ କାନପୁର ପୋଲିସ ଏକ ଅବୈଧ ମାନବ ଅଙ୍ଗ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ୍ କରିଛି। ଏନେଇ ୬ ଜଣଙ୍କୁ ଗିରଫ କରାଯାଇଛି।
ଗୋଟିଏ ଦିନର ଦରମା ପ୍ରଦାନ କଲେ ଅଙ୍ଗନଓ୍ବାଡି କର୍ମୀ
ପାତ୍ରପୁର, ୧୯।୨(ଡି.ଏନ.ଏ.):ପୁଲଓ୍ବାମାରେ ଶହୀଦ ହୋଇଥିବା ଯବାନମାନଙ୍କ ପାଇଁ ସାରା ଭାରତରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା, ଶ୍ରଦ୍ଧାଞ୍ଜଳି ଓ ନୀରବ ପ୍ରାର୍ଥନା ଚାଲିଥିବାବେଳେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ଅଲ ଓଡ଼ିଶା ଲେଡିଜ୍ ଓ୍ବାର୍କରସ୍ ସଂଘ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ଗୋଟିଏ ଦିନର ଦରମାକୁ ସିଆରପିଏଫ ଯବାନଙ୍କ କଲ୍ୟାଣ ପାଣ୍ଠିକୁ ପଠାଇବା ପାଇଁ ସିଡିପିଓ ପଦ୍ମିନୀ ସାହୁଙ୍କୁ ପତ୍ର ପ୍ରଦାନ ସହ ଶହୀଦଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ଶହୀଦ ମେଜରଙ୍କୁ ସାଲ୍ୟୁଟ୍ ସହ ‘ଆଇ ଲଭ୍ ୟୁ’କହି ଶେଷ ବିଦାୟ ଦେଲେ ପତ୍ନୀ
ଡେରାଡୁନ,୧୯।୨: ଆଖିରୁ ଶୁଖିଯାଇଥିଲା ଲୁହ। କୋହକୁ ସମ୍ବରଣ କରିନେଇଥିଲେ ବୀର ଯବାନଙ୍କ ସେଇ ବୀରାଙ୍ଗନା ପତ୍ନୀ। ଅପେକ୍ଷା ରଖିଥିଲେ ସ୍ବାମୀଙ୍କ ଶେଷ ଦର୍ଶନ କରିବାକୁ।
ସିଦ୍ଧୁଙ୍କୁ ସମର୍ଥନ ଦେଲେ କପିଲ ଶର୍ମା: ଲୋକେ କହିଲେ ତାଙ୍କୁ ପାକିସ୍ତାନ ପଠାଇଦିଅ
ନୂଆଦିଲ୍ଲୀ,୧୯।୨: ନିକଟରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ।
ଏୟାର ଶୋ’ର ଗୋଟିଏ ଦିନ ପୂର୍ବରୁ ବାୟୁସେନା ବିମାନ ଦୁର୍ଘଟଣା: ୨ ସୂର୍ଯ୍ୟକିରଣ ଏୟାରକ୍ରାଫ୍ଟ ମଧ୍ୟରେ ଧକ୍କା

ବେଙ୍ଗାଲୁର୍,୧୯।୨: ଏୟାର ଶୋ’ର ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି।
ଜମ୍ମୁ-କଶ୍ମୀରରେ ଅଢ଼େଇ ମାସ ଧରି ଡେରା ପକାଇଛନ୍ତି ୨୧ ଜୈଶ୍ ଆତଙ୍କବାଦୀ: ୩ ଆକ୍ରମଣ ଯୋଜନା

ଶ୍ରୀନଗର,୧୯।୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟ ପାଇଁ ୨୦୧୮ ଡିସେମ୍ବରଠାରୁ ଜୈଶ୍-ଇ-ମହମ୍ମଦ ସଂଗଠନ ୨୧ ଜଣିଆ ସଦସ୍ୟ ଜମ୍ମୁ-କଶ୍ମୀରରେ ଲୁଚାଛପାରେ ପ୍ରବେଶ କରିଥିବା ଭାରତୀୟ ଗୋଇନ୍ଦା ବିଭାଗ ରିପୋର୍ଟରେ ସତର୍କ ସୂଚନା ଦିଆଯାଇଛି।
ମାସ ମାସ ଧରି କୋଇଲା ବୋଝେଇ ଗାଡ଼ିରେ ପାକିସ୍ତାନରୁ ଆସୁଥିଲା ଆରଡିଏକ୍ସ: ରିପୋର୍ଟ

ଶ୍ରୀନଗର,୧୯।୨:ପୁଲଓ୍ବାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ବ୍ୟବହୃତ ବିସ୍ଫୋରକ ସମ୍ପର୍କରେ ତଦନ୍ତକାରୀ ଦଳଙ୍କୁ ମିଳିଛି ଅନେକ ଗୁପ୍ତ ସୂଚନା।
ବନ୍ଧୁକ ଉଠାଇଲେ କରାଯିବ ଏନ୍କାଉଣ୍ଟର: ଭାରତୀୟ ସେନା

ଶ୍ରୀନଗର, ୧୯।୨: ଜମ୍ମୁ-କଶ୍ମୀର ପୁଲଓ୍ବାମା ଘଟିଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଶହେ ଘଣ୍ଟା ମଧ୍ୟରେ ନିଆଯାଇଛି। ଏକ ଖବରଦାତା ସମ୍ମିଳନୀରେ ମଙ୍ଗଳବାର ଲ୍ୟୁଟନାଟ୍ ଜେନେରାଲ କେ.ଜେ.ଏସ୍. ଦିଲ୍ଲନ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ଚେତାବନୀ।
ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର

କେନ୍ଦ୍ରାପଡା ଅଫିସ, ୧୯।୨- କେନ୍ଦ୍ରାପଡା ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ ଗଣେଷ ମଲ୍ଲିକ ଓରଫ ଜୁଲ (୩୦)ଙ୍କୁ ଜିଲା ପୋଲିସ ମଙ୍ଗଳବାର ଭୋର ୪ଟାରେ ଏନକାଉଣ୍ଟର କରିଛି ା ଜୁଲଙ୍କ ଡାହାଣ ଗୋଡର ଆଣ୍ଠୁ ତଳକୁ ଗୋଟିଏ ଗୁଳି ଲାଗିଛି।
ଟଙ୍କା ଏସିଆରେ ସବୁଠୁ ଖରାପ ପ୍ରଦର୍ଶନକାରୀ ମୁଦ୍ରା

ନୂଆଦିଲ୍ଲୀ,୧୯-୨: ଭାରତୀୟ ‘ଟଙ୍କା’ ଏସିଆରେ ସବୁଠୁ ଖରାପ ପ୍ରଦର୍ଶନକାରୀ ମୁଦ୍ରା ପ୍ରମାଣିତ ହୋଇଛି।
ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ :ଫାଇନାଲରେ ଜରୀନ

ନୂଆଦିଲ୍ଲୀ, ୧୯।୨(ପି.ଟି.)- ବୁଲଗେରିଆର ସୋଫିଆଠାରେ ଚାଲିଥିବା ୭୦ତମ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତ ପୂର୍ବତନ ଜୁନିୟର ମହିଳା ବିଶ୍ୱ ଚାମ୍ପିୟନ ନିଖାତ ଜରୀନ ୫୧ କେ.ଜି. ବର୍ଗ ଫାଇନାଲରେ ପ୍ରବେଶ କରିଛନ୍ତି। ଜରୀନଙ୍କ ସମେତ ଆଉ ଦୁଇ ଭାରତୀୟ ମହିଳା ବକ୍ସର ମଧ୍ୟ ଫାଇନାଲକୁ ଉଠିଛନ୍ତି। ପୂର୍ବରୁ ଦୁଇଥର ଜାତୀୟ ଚାମ୍ପିୟନଶିପ୍ ହାସଲ କରିଥିବା ଜରୀନ ସେମିରେ ପୋଲାଣ୍ଡର ସାଣ୍ଡ୍ରା ଡ୍ରାବିକ୍ଙ୍କୁ ୩-୨ରେ ହରାଇ ଫାଇନାଲ ଟିକେଟ ହାସଲ କରିଥିଲେ।
ଶ୍ରୀଲଙ୍କା ଦଳରେ ୩ ନବାଗତ ସାମିଲ

କଲମ୍ବୋ, ୧୯।୨(ଏଏଫ୍ପି)- ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଏକଦିବସୀୟ ସିରିଜ ଲାଗି ସୋମବାର ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ଘୋଷିତ ହୋଇଛି। ଲସିଥ୍ ମାଲିଙ୍ଗାଙ୍କ ନେତୃତ୍ୱରେ ଘୋଷିତ ୧୭ ଜଣିଆ ଦଳରେ ୩ ଜଣ ନବାଗତ ଖେଳାଳି ସ୍ଥାନ ପାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବୌଦ୍ଧ ଜିଲା ଗସ୍ତ

ବୌଦ୍ଧ,୧୮।୨(ସ୍ବ.ପ୍ର): କାଳିଆ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାରେ ରାଜ୍ୟରେ ଜଣେ ହେଲେ ଯୋଗ୍ୟ ଚାଷୀ ଯେପରି ବଞ୍ଚତ୍ତ ହେବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ।
ଧାରା ୩୭୦ର ଉଚ୍ଛେଦ ପାଇଁ ଏହା କ’ଣ ଉପଯୁକ୍ତ ସମୟ!

ନୂଆଦିଲ୍ଲୀ,୧୮।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଦେଶରେ ଜାରି ରହିଛି ଶୋକାକୁଳ ସ୍ଥିତି। ସେହିପରି ଜମ୍ମୁ-କଶ୍ମୀରରେ ମଧ୍ୟ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି।
ଫଟୋରେ ଖବର










-
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇ ଯାଇଛି।
-
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇ ଯାଇଛି।
-
ଇସଲାମାବାଦ୍,୧୯।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ଥିବା ନେଇ ପ୍ରମାଣ ମିଳିଲେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ।
-
କାନପୁର,୧୯।୨: ଉତ୍ତରପ୍ରଦେଶ କାନପୁର ପୋଲିସ ଏକ ଅବୈଧ ମାନବ ଅଙ୍ଗ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ୍ କରିଛି। ଏନେଇ ୬ ଜଣଙ୍କୁ ଗିରଫ କରାଯାଇଛି।
-
ଡେରାଡୁନ,୧୯।୨: ଆଖିରୁ ଶୁଖିଯାଇଥିଲା ଲୁହ। କୋହକୁ ସମ୍ବରଣ କରିନେଇଥିଲେ ବୀର ଯବାନଙ୍କ ସେଇ ବୀରାଙ୍ଗନା ପତ୍ନୀ। ଅପେକ୍ଷା ରଖିଥିଲେ ସ୍ବାମୀଙ୍କ ଶେଷ ଦର୍ଶନ କରିବାକୁ।
-
ନୂଆଦିଲ୍ଲୀ,୧୯।୨: ନିକଟରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ।
-
ବେଙ୍ଗାଲୁର୍,୧୯।୨: ଏୟାର ଶୋ’ର ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି।
-
ଭୁବନେଶ୍ୱର, ୧୯।୨(ବ୍ୟୁରୋ): ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲୁଛି। ଏହାକୁ ନେଇ ସୋମବାର ରାତିରୁ ଆରମ୍ଭ ହୋଇଛି ଅପରେଶନ। ବନ ବିଭାଗ ସହିତ ସିଆଇଏସ୍ଏଫ୍ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି।
-
ଭୁବନେଶ୍ୱର, ୧୯।୨(ବ୍ୟୁରୋ): ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲୁଛି। ଏହାକୁ ନେଇ ସୋମବାର ରାତିରୁ ଆରମ୍ଭ ହୋଇଛି ଅପରେଶନ। ବନ ବିଭାଗ ସହିତ ସିଆଇଏସ୍ଏଫ୍ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି।
-
ନାୟକ ଅନିଲ କପୁର ଏବେ ଖଳନାୟକ ହେବେ। ଅନୀସ ବାଜ୍ମୀଙ୍କ ଆଗାମୀ ସିନେମାରେ ତାଙ୍କୁ ଏପରି ଏକ ଚରିତ୍ରରେ ଦେଖିବାକୁ ମିଳିବ। ଲଭ୍ ରଞ୍ଜନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆଦିତ୍ୟ ରୟ କପୁର ଓ ଦିଶା ପଟାନୀ ପ୍ରମୁଖ ଚରିତ୍ରରେ ଅଭିନୟ କରୁଛନ୍ତି।
-
ଧାନବାଦ,୧୯।୨: ଝାଡ଼ଖଣ୍ଡର ଧାନବାଦ ଜିଲାରେ ମଙ୍ଗଳବାର ମାଦବାଦୀମାନେ ଟ୍ରେନ୍ ଲାଇନ୍ ଉପରେ ବିସ୍ଫୋରଣ କରିଛନ୍ତି। ଫଳରେ ଏକ ମାଲଗାଡିର ୧୫ଟି ବଗି ଲାଇନ୍ଚ୍ୟୁତ ହୋଇଛି।
-
ଶ୍ରୀନଗର,୧୯।୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟ ପାଇଁ ୨୦୧୮ ଡିସେମ୍ବରଠାରୁ ଜୈଶ୍-ଇ-ମହମ୍ମଦ ସଂଗଠନ ୨୧ ଜଣିଆ ସଦସ୍ୟ ଜମ୍ମୁ-କଶ୍ମୀରରେ ଲୁଚାଛପାରେ ପ୍ରବେଶ କରିଥିବା ଭାରତୀୟ ଗୋଇନ୍ଦା ବିଭାଗ ରିପୋର୍ଟରେ ସତର୍କ ସୂଚନା ଦିଆଯାଇଛି।
-
ମୁମ୍ବାଇ: ବଲିଉଡ୍ରେ ଚଳିତ ବର୍ଷ ଡେବ୍ୟୁ କରିଛନ୍ତି ଶୈଫ ଅଲ୍ଲି ଖାଁ ଓ ଅମ୍ରିତା ସିଂଙ୍କ ଲାଡ୍ଲି ସାରା ଅଲ୍ଲି ଖାଁ। ସେ ବଲିଉଡ୍ରେ ଏଣ୍ଟ୍ରି କରୁକରୁ ଚାହୁଁଛନ୍ତି ଜଣେ ହ୍ୟାଣ୍ଡସମ୍ ନାୟକଙ୍କୁ ଡେଟ୍ କରିବାକୁ ଏମିତିକି ସେ କାହା ସହ ଡେଟ୍ କରିବାକୁ ଚାହୁଁଛନ୍ତି ତାହା ମଧ୍ୟ ଖୋଲାଖୋଲି କହି ସାରିଛନ୍ତି।
-
ଶ୍ରୀନଗର,୧୯।୨:ପୁଲଓ୍ବାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ବ୍ୟବହୃତ ବିସ୍ଫୋରକ ସମ୍ପର୍କରେ ତଦନ୍ତକାରୀ ଦଳଙ୍କୁ ମିଳିଛି ଅନେକ ଗୁପ୍ତ ସୂଚନା।
-
ଲକ୍ଷ୍ନୌ,୧୯।୨: ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି (ଏସ୍ପି)ବିଧାୟକ କଳ୍ପନାଥ ପାଶଓ୍ବାନ ସୋମବାର ବିଧାନସଭାରେ କାନ୍ଦିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
-
ଦାରିଙ୍ଗିବାଡି,୧୯।୨(ଡି.ଏନ.ଏ.):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ନିକଟ ୫୯ନଂ ଜାତୀୟ ରାଜପଥ ର ବୁଡାଗୁଡା ଛକରେ ଓଡିଶା ରାଜ୍ୟ କମିଟି ସିପିଆଇ (ମାଓବାଦୀ)ଙ୍କ ପକ୍ଷରୁ ଲାଲ ବ୍ୟାନର ସହ ପୋଷ୍ଟର ଲଗାଯାଇଛି।
-
ଜମ୍ମୁ,୧୯।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷାକର୍ମୀ ସତର୍କ ହୋଇଯାଇଛନ୍ତି। ଚାରିଆଡକୁ ରଖିଛନ୍ତି କଡା ନଜର।
-
ଶ୍ରୀନଗର, ୧୯।୨: ଜମ୍ମୁ-କଶ୍ମୀର ପୁଲଓ୍ବାମା ଘଟିଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଶହେ ଘଣ୍ଟା ମଧ୍ୟରେ ନିଆଯାଇଛି। ଏକ ଖବରଦାତା ସମ୍ମିଳନୀରେ ମଙ୍ଗଳବାର ଲ୍ୟୁଟନାଟ୍ ଜେନେରାଲ କେ.ଜେ.ଏସ୍. ଦିଲ୍ଲନ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ଚେତାବନୀ।
-
ଅହମ୍ମଦାବାଦ୍,୧୯।୨: ଗୁଜରାଟ ଅହମ୍ମଦାବାଦରେ ପ୍ରେମିକାଙ୍କୁ ଦେଖା କରିବାକୁ ଯାଇ ଜଣେ ପ୍ରେମିକଙ୍କୁ ହେବାକୁ ପଡିଛି ହଟହଟା। ସ୍ଥାନୀୟ ଜୀବାପୁର ଗାଁରେ ରାତି ଅନ୍ଧାରରେ ପ୍ରେମିକାଙ୍କୁ ଦେଖାକରିବାକୁ ଯାଇଥିବା ପ୍ରକାଶ କୋଲା ନାମକ ଜଣେ ଯୁବକଙ୍କର ନାକ କାଟି ଦିଆଯାଇଛି।
-
ନୂଆଦିଲ୍ଲୀ/ରିୟାଦ,୧୯।୨: ସୌଦି ଆରବର ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କୁ ପାକିସ୍ତାନରୁ ସିଧାସଳଖ ଭାରତ ଆସିବାକୁ ଅନୁମତି ମିଳିନାହିଁ। ମଙ୍ଗଳବାର ଯୁବରାଜ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି।
ରାଜ୍ୟ
- ରାଜଧାନୀରେ ବାଘ ଆତଙ୍କ: ବାଘ ଖୋଜା ଅଭିଯାନ ପାଇଁ ରାସ୍ତା ସିଲ୍, ଲୋକେ ହନ୍ତସନ୍ତ
- ପୁଣି ମାଓବାଦୀଙ୍କ ଲାଲ୍ ବ୍ୟାନର୍: ସରକାରଙ୍କ ଚାଷୀ ଦମନ ନୀତିକୁ ବିରୋଧ
- ବଢ଼ିବ ତାତି
- ୨୦ରେ ଆସିବେ ଯୋଗୀ
- ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ
- କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ
- ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ
- ପୁଣି ନକଲି ଜର୍ଦ୍ଦା କାରଖାନା ଠାବ
- ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା
- ପୋଲିସ ଏନକାଉଣ୍ଟରରେ ଜୁଲ ଗୁରୁତର


ଜାତୀୟ
- ଡରିଲାଣି ପାକିସ୍ତାନ: ଜାତିସଂଘକୁ ମାଗୁଛି ସହାୟତା
- ୩୦ ଲକ୍ଷରେ କିଡ୍ନୀ, ୮୦ ଲକ୍ଷରେ ଲିଭର ହେଉଥିଲା ବିକ୍ରି: ଚେର ଲମ୍ବିଥିଲା ଦିଲ୍ଲୀଠାରୁ ଶ୍ରୀଲଙ୍କା-ତୁର୍କୀ
- ଶହୀଦ ମେଜରଙ୍କୁ ସାଲ୍ୟୁଟ୍ ସହ ‘ଆଇ ଲଭ୍ ୟୁ’କହି ଶେଷ ବିଦାୟ ଦେଲେ ପତ୍ନୀ
- ସିଦ୍ଧୁଙ୍କୁ ସମର୍ଥନ ଦେଲେ କପିଲ ଶର୍ମା: ଲୋକେ କହିଲେ ତାଙ୍କୁ ପାକିସ୍ତାନ ପଠାଇଦିଅ
- ଏୟାର ଶୋ’ର ଗୋଟିଏ ଦିନ ପୂର୍ବରୁ ବାୟୁସେନା ବିମାନ ଦୁର୍ଘଟଣା: ୨ ସୂର୍ଯ୍ୟକିରଣ ଏୟାରକ୍ରାଫ୍ଟ ମଧ୍ୟରେ ଧକ୍କା
- ଟ୍ରେନ୍ ଲାଇନ୍ ଉଡାଇଲେ ମାଓବାଦୀ
- ଜମ୍ମୁ-କଶ୍ମୀରରେ ଅଢ଼େଇ ମାସ ଧରି ଡେରା ପକାଇଛନ୍ତି ୨୧ ଜୈଶ୍ ଆତଙ୍କବାଦୀ: ୩ ଆକ୍ରମଣ ଯୋଜନା
- ମାସ ମାସ ଧରି କୋଇଲା ବୋଝେଇ ଗାଡ଼ିରେ ପାକିସ୍ତାନରୁ ଆସୁଥିଲା ଆରଡିଏକ୍ସ: ରିପୋର୍ଟ
- ୧୦ଲକ୍ଷ ଟଙ୍କା ପାଇଁ ବିଧାନସଭାରେ ହାତଯୋଡି କାନ୍ଦିଲେ ବିଧାୟକ
- ଦ୍ରୁତଗତିରେ ଆସୁଥିବା ଟ୍ରକ୍କୁ ଆତଙ୍କବାଦୀ ଭାବି ଗୁଳି କଲେ ଯବାନ


ମେଟ୍ରୋ
- ରାଜଧାନୀରେ ବାଘ ଆତଙ୍କ: ବାଘ ଖୋଜା ଅଭିଯାନ ପାଇଁ ରାସ୍ତା ସିଲ୍, ଲୋକେ ହନ୍ତସନ୍ତ
- ବଢ଼ିବ ତାତି
- ୨୦ରେ ଆସିବେ ଯୋଗୀ
- କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ
- ଓକେସିଏଲ୍ ପକ୍ଷରୁ ବୁଟ୍ କ୍ୟାମ୍ପ
- ୨୦ରେ ‘ମନ୍ତ୍ରମଗ୍ନା’ ଫେଷ୍ଟିଭାଲ:ଶାସ୍ତ୍ରୀୟ ନୃତ୍ୟର ଅନନ୍ୟ ମହୋତ୍ସବ
- ଜୋନ୍ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଉଦ୍ଘାଟିତ:୧୦୦ ଷ୍ଟଲ୍ରେ ରାଜ୍ୟ, ରାଜ୍ୟ ବାହାରର ଉଦ୍ୟୋଗୀ
- ପର୍ଯ୍ୟଟକଙ୍କ ଗାଇଡ୍ ହେବେ ‘ମୋ ବସ୍’ କର୍ମଚାରୀ
- ମାଟ୍ରିକ୍ ପରୀକ୍ଷା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି:ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
- ୧୯ରୁ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ: ଯୋଗଦେବେ ୩୦ ରାଜ୍ୟର ୩ ହଜାର କଳାକାର


ଅନ୍ତର୍ଜାତୀୟ
- ଡରିଲାଣି ପାକିସ୍ତାନ: ଜାତିସଂଘକୁ ମାଗୁଛି ସହାୟତା
- ପୁଲଓ୍ବାମା ଆକ୍ରମଣ ନେଇ ମୁହଁ ଖୋଲିଲେ ଇମ୍ରାନ୍: ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
- ସୌଦି ଯୁବରାଜଙ୍କୁ ପାକିସ୍ତାନରୁ ସିଧାସଳଖ ଭାରତ ଆସିବାକୁ ମିଳିଲାନି ଅନୁମତି
- ବୋମା ବିସ୍ଫୋରଣରେ ୨୪ ମୃତ
- ପାକିସ୍ତାନକୁ ବଦନାମ କରନାହିଁ: ଚାଇନା
- ଶୁଣାଣି ବେଳେ ପାକିସ୍ତାନୀ ବିଚାରପତିଙ୍କୁ ହୃଦ୍ଘାତ
- ବେଲୁଚିସ୍ତାନ ଆତଙ୍କବାଦୀ ଆକ୍ରମଣରେ ୬ପାକ୍ ସେନା ନିହତ
- ଆତଙ୍କବାଦ ବିରୋଧରେ ୨୦ ବର୍ଷ ଧରି ଗୁପ୍ତ ଅପରେଶନ ଚଳାଇଥିଲା ଇସ୍ରାଏଲ୍
- ଶହେରୁ ଅଧିକ ଶିକ୍ଷକ ଓ ଛାତ୍ରୀ-ଛାତ୍ରଙ୍କୁ ଅପହରଣ କଲେ ବିଚ୍ଛିନ୍ନତାବାଦୀ
- ୩୦ ହଜାର ଲିଟର ପାଣି ଚୋରି: ଆନୁମାନିକ ମୂଲ୍ୟ ୮.୫ ଲକ୍ଷ


ଖେଳ
- ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ :ଫାଇନାଲରେ ଜରୀନ
- ଗୁଣନିଧି କପ୍ ଫୁଟ୍ବଲ: ଫ୍ରେଣ୍ଡ୍ସ ପାରାଡାଇଜ୍- ଶବର ସ୍ପୋର୍ଟିଂ ଫାଇନାଲ
- ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର ଉଦ୍ଘାଟିତ : ବୈଜ୍ଞାନିକ ପଦ୍ଧତିରେ ଟ୍ରେନିଂ ବହୁ ଗୁରୁତ୍ୱପୂର୍ଣ୍ଣ: ବିନ୍ଦ୍ରା
- ଅଲିମ୍ପିକ୍ସ ଚାମ୍ପିୟନ୍ସ ସୃଷ୍ଟି ଲକ୍ଷ୍ୟ: ରଣାବତ
- ନବ ଦାସ ମେମୋରିଆଲ ଟି୨୦ ପାରାମାଉଣ୍ଟ, ବିହାରିଲାଲ ସେମିଫାଇନାଲରେ
- କୋର୍ଟଙ୍କ ଦ୍ୱାରସ୍ଥ ହେଲା ମିନର୍ଭା ପଞ୍ଜାବ
- ଭାରତ, ଇଂଲଣ୍ଡ ଫେଭରାଇଟ୍
- ଦନଞ୍ଜୟଙ୍କୁ ବୋଲିଂ ପାଇଁ ଅନୁମତି
- ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍ : ଶୀର୍ଷ ସ୍ଥାନ ବଜାୟ ରଖିଲେ ମନ୍ଧାନା
- ସବ୍ଜୁନିୟର ଜାତୀୟ କୁସ୍ତି ଚାମ୍ପିୟନଶିପ ଉଦଘାଟିତ


ଫୁରସତ
- ଆଙ୍କଲେଟ୍ ଫ୍ୟାଶନ୍
- ଯେଉଁଠି ମାନସିକ ପୂରଣ ଲାଗି ଶ୍ରଦ୍ଧାଳୁ କରନ୍ତି ଜୋତା ମାଡ଼...
- ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍ ରେଡିଓ
- ନାଗା ଜାତିର ଅଜବ ପରମ୍ପରା
- ଆଳୁ ଛାଣିଲା ପରେ ହୁଏ କ’ଣ...
- ଏସବୁ ପାଇଁ ହୋଇଥିଲା ବିବାହର ଆରମ୍ଭ...
- କୁକିଂ ଏକ୍ସପର୍ଟ ରୋବୋ
- ଗୋଟିଏ ଦିନ ଘର ଛାଡି ଜଙ୍ଗଲରେ ରୁହନ୍ତି ଏହି ଗାଁର ଲୋକେ...
- ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...
- ଯେଉଁ ଶାସକଙ୍କର ଥିଲା ୧୩ ହଜାର ମହିଳାଙ୍କ ସହ ଶାରୀରିକ ସମ୍ପର୍କ


ବାଣିଜ୍ୟ
- ୪ ଟ୍ରେନର ଅତିରିକ୍ତ ରହଣି
- ପୁଲଓ୍ବାମା ଶହୀଦଙ୍କ ଲାଗି ଏସ୍ବିଆଇର ଅଭିଯାନ
- ବିଗ୍ ବଜାର ପକ୍ଷରୁ ‘ଦି ଗ୍ରେଟ୍ ଏକ୍ସଚେଞ୍ଜ’
- ବି.ଆର୍.ଲାଇଫ କଳିଙ୍ଗ ହସ୍ପିଟାଲର ସ୍ବନକ୍ଷତ୍ର ଦିବସ
- ମୀରା ମସଲାର ବିଜ୍ନେସ ମିଟ୍
- ଓକେସିଏଲ୍ ପକ୍ଷରୁ ବୁଟ୍ କ୍ୟାମ୍ପ
- ଉତ୍କଳିକାର କର୍ପୋରେଟ ଫେୟାର ଉଦ୍ଘାଟିତ
- ଆର୍ବିଆଇକୁ ସିଆଇସିଙ୍କ ଭର୍ତ୍ସନା
- ଇଲେକ୍ଟ୍ରିକ ସହ ହାଇବ୍ରିଡ ଗାଡ଼ି ଲାଗି ମିଳିବ ପ୍ରୋତ୍ସାହନ
- ଠକାମୀର ଶିକାର ହେଉଛନ୍ତି ଗ୍ରାହକ;ଫ୍ଲାଇଟ୍ ବାତିଲ କରି ମାଲାମାଲ୍ ହେଉଛି ଏୟାରଲାଇନ୍ସ


ଜୀବନଚର୍ଯ୍ୟା
- ତ୍ୱଚା ପାଇଁ କଫି
- ଗର୍ଭାବସ୍ଥାରେ ଲୁପସ୍
- ସ୍ତନକର୍କଟରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ଥର ଆପଣାନ୍ତୁ ଏହି ସହଜ ଉପାୟ...
- ବହୁ ରୋଗରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଖାଆନ୍ତୁ ମୁଠାଏ...
- ଔଷଧ ବ୍ୟବହାର
- ଆଖି କ୍ୟାନ୍ସରର ସହଜ ଚିକିତ୍ସା
- ମାଇକ୍ରୋସର୍ଜିକାଲ ସ୍ପର୍ମ ଆସ୍ପିରେସନ
- ଡାଇବେଟିସ୍ ଜନିତ ଚକ୍ଷୁରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...
- ୟୁରିନାରୀ ଟ୍ରାକ୍ଟ ସଂକ୍ରମଣରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ଆପଣାନ୍ତୁ ଏହି ଉପାୟ...
- ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...


ଅପରାଧ
- ଗାଁ ଦାଣ୍ଡରେ ଯୁବକଙ୍କୁ ହାଣି ହତ୍ୟା:୩ ଦିନ ପରେ ହୋଇଥାଆନ୍ତା ବାହାଘର
- ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର
- ଗୁପ୍ତେଶ୍ୱର ମନ୍ଦିରରୁ ଆସବାବପତ୍ର ଚୋରି
- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
- ସ୍ବାମୀଙ୍କ ଚୋରାପ୍ରୀତିକୁ ବିରୋଧ କରିବାରୁ ...
- କାନ୍ଥତାଡ଼ି ୩୦ ଲକ୍ଷର ମୋବାଇଲ, ଗ୍ରୋସେରି ସାମଗ୍ରୀ ଚୋରି
- ଚୋରା କାଠ ବୋଝେଇ ୪୦୭ ଜବତ
- ୨ ନାବାଳିକା ଭଉଣୀଙ୍କୁ ଅପହରଣ ଘଟଣା: ଉଦ୍ଧାର ପରେ ମା’ ପାଖରେ ରହିଲେନି ବଡ଼ଝିଅ
- ଚଣ୍ଡିପୁର ସାହି ବୋମାମାଡ଼ ଘଟଣା: ୪ ଗରିଫ, କୋର୍ଟଚାଲାଣ
- ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

