ଅଜଣା ରୋଗରେ ଆକ୍ରାନ୍ତ ଯଦୁ ହରପାଲ, ସହାୟତାର ହାତ ବଢାଇଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ

 ଅଜଣା ରୋଗରେ ଆକ୍ରାନ୍ତ ଯଦୁ ହରପାଲ, ସହାୟତାର ହାତ ବଢାଇଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ

ଗୁଡ଼ଭେଲା,୧୧ା୧୨(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ତାଣ୍ଡିଗାଁ ଗ୍ରାମର ୨୨ବର୍ଷିୟ ଯଦୁ ହରପାଲ ପ୍ରାୟ ଆଠ ମାସ ହେଲା  ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଘରେ ପଡି ରହିଛନ୍ତି। ଖବର ଜାଣିବା ପରେ ମଧ୍ୟାହ୍ନରେ  ଗୁଡଭେଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଯଦୁଙ୍କ ଘରେ ପହଞ୍ଚତ୍ ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଛନ୍ତି ।     

ମିଜୋରାମରେ ସଂଖ୍ୟା ଗରିଷ୍ଠତା ହାସଲ କଲା ଏମ୍‌ଏନ୍‌ଏଫ୍‌

ମିଜୋରାମରେ ସଂଖ୍ୟା ଗରିଷ୍ଠତା ହାସଲ କଲା ଏମ୍‌ଏନ୍‌ଏଫ୍‌

ଆଇଜଲ,୧୧।୧୨: ମିଜୋରାମର ମୋଟ ୪୦ଟି ବିଧାନସଭା ଆସନ ମଧ୍ୟରୁ ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ୍‌ )କୁ ୨୬ଟି ଆସନ ମିଳିଛି। ଏଠାରେ କଂଗ୍ରେସ ୫ଟି ଆସନରେ ବିଜୟଲାଭ କରିଥିବା ବେଳେ ଭାଜପାକୁ ଗୋଟିଏ  ଓ ଅନ୍ୟାନ୍ୟଙ୍କୁ ୮ଟି ଆସନ ମିଳିଛି। 

ଆଇଇଡି ବିସ୍ଫୋରଣ ଜଣେ ଯବାନ ଆହତ

ଆଇଇଡି ବିସ୍ଫୋରଣ ଜଣେ ଯବାନ ଆହତ

ସୁକମା,୧୧।୧୨: ଛତିଶଗଡ଼ର ଚିନ୍ତାଗୁଫାଠାରେ ମଙ୍ଗଳବାର ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସିଆର୍‌ପିଏଫ୍‌ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। 

ଏହା ତ ସେମିଫାଇନାଲ ଆଗକୁ ଅଛି ଫାଇନାଲ: ମମତା

ଏହା ତ ସେମିଫାଇନାଲ ଆଗକୁ ଅଛି ଫାଇନାଲ: ମମତା

କୋଲକାତା,୧୧।୧୨: ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଗଣତି ମଙ୍ଗଳବାର ହୋଇଛି। ଏଥିରେ ପ୍ରାୟ ୩ଟି ରାଜ୍ୟରେ କଂଗ୍ରେସ ଆଗରେ ରହିଛି। ଭାଜପାକୁ ପ୍ରାୟ ଅଧିକାଂଶ ସ୍ଥାନରେ ପଛରେ ପକାଇ କଂଗ୍ରେସ ଓ କିଛି ନିର୍ଦଳୀୟ ପ୍ରାର୍ଥୀ ଆଗକୁ ବଢି ଚାଲିଛନ୍ତି।

ବ୍ଲକସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବ୍ଲକସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ସାକ୍ଷୀଗୋପାଳ,୧୧।୧୩(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀରେ ବ୍ଲକସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର କୋଟ ଉପର ପଡିଆରେ ଉଦ୍‌ଘାଟିତ ହୋଇଛି। 

ଆତଙ୍କବାଦୀ ଆକ୍ରମଣ ୩ ପୋଲିସ ଶହୀଦ

ଆତଙ୍କବାଦୀ ଆକ୍ରମଣ ୩ ପୋଲିସ ଶହୀଦ

ଶୋପିଆନ,୧୧।୧୨: ଜମ୍ମୁ-କଶ୍ମୀର ଶୋପିଆନର ଜିନାପୁରାରେ ଥିବା ଏକ ପୋଲିସ ପୋଷ୍ଟ ଉପରେ ମଙ୍ଗଳବାର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। 

ଭୁଶୁଡ଼ିଲା ଭାଜପା ଗଡ଼

ଭୁଶୁଡ଼ିଲା ଭାଜପା ଗଡ଼

ନୂଆଦିଲ୍ଲୀ,୧୧ା୧୨(ଆଇଏଏନ୍‌ଏସ୍‌/ପି.ଟି.)- ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି। ୫ ରାଜ୍ୟର ଜନାଦେଶ ଭାଜପା ବିପକ୍ଷରେ ଯାଇଛି। ମଧ୍ୟପ୍ରଦେଶ (ଏମ୍‌ପି), ଛତିଶଗଡ଼ ଓ ରାଜସ୍ଥାନରେ ଭାଜପାର ଗଡ଼ ଭୁଶୁଡ଼ିପଡ଼ିଛି। ଏହି ୩ ହିନ୍ଦୀ ଭାଷୀ ରାଜ୍ୟକୁ ଗୈରିକ ଦଳ ହାତରୁ କଂଗ୍ରେସ ଛଡ଼ାଇନେଇଛି। ତେଲେଙ୍ଗାନାରେ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ବିପୁଳ ବିଜୟ ସହ କ୍ଷମତାକୁ ଫେରିଛି। 

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ବିଧାନସଭା ନିର୍ବାଚନ ଫଳାଫଳ ଜନମତର ସ୍ପଷ୍ଟ ପ୍ରତିଫଳନ

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ବିଧାନସଭା ନିର୍ବାଚନ ଫଳାଫଳ ଜନମତର ସ୍ପଷ୍ଟ ପ୍ରତିଫଳନ

ଭୁବନେଶ୍ୱର,୯।୧୨(ବ୍ୟୁରୋ)- ଭାଜପା ଚାଷୀ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇନାହିଁ। ନିର୍ବାଚନ ହେଉଥିବା ଏହି ସମସ୍ତ ରାଜ୍ୟରେ ଚାଷୀ ଆନ୍ଦୋଳନ ଜୋର ଧରିଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିବାକୁ ସ୍ବାମୀନାଥନ କମିଟି ସୁପାରିଶ କରିଥିଲେ। ହେଲେ ଏହାକୁ କେନ୍ଦ୍ରରେ ସରକାରରେ ଥିବା ଭାଜପା କାର୍ଯ୍ୟକାରୀ କରିନାହିଁ। 

କାମଦେଲାନି ଶାହଙ୍କ ମିଶନ: ଅଧାରେ ଅଟକିଲା ଭାଜପାର କଂଗ୍ରେସ ମୁକ୍ତ ଭାରତ ସ୍ବପ୍ନ

କାମଦେଲାନି ଶାହଙ୍କ ମିଶନ: ଅଧାରେ ଅଟକିଲା ଭାଜପାର କଂଗ୍ରେସ ମୁକ୍ତ ଭାରତ ସ୍ବପ୍ନ

ନୂଆଦିଲ୍ଲୀ, ୧୧।୧୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମିଶନ କାମ ଦେଇନି। ଫଳରେ ଭାଜପାର କଂଗ୍ରେସ ମୁକ୍ତ ଭାରତ ସ୍ବପ୍ନ ଅଧାବାଟରେ ଅଟକି ରହିଯାଇଛି। ମଙ୍ଗଳବାର ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳାରୁ ଏହା ସ୍ପଷ୍ଟ ହୋଇଛି। 

ବିଧାନସଭା ନିର୍ବାଚନ: ୩ ରାଜ୍ୟରେ ମ୍ୟାଜିକ୍‌ ନମ୍ବର ହାତେଇବା ଆଶାରେ କଂଗ୍ରେସ

ବିଧାନସଭା ନିର୍ବାଚନ: ୩ ରାଜ୍ୟରେ ମ୍ୟାଜିକ୍‌ ନମ୍ବର ହାତେଇବା ଆଶାରେ କଂଗ୍ରେସ

ନୂଆଦିଲ୍ଲୀ, ୧୧।୧୨: ମଙ୍ଗଳବାର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ କଂଗ୍ରେସ ଆଗୁଆ ଚାଲିଥିବାବେଳେ ନିର୍ବାଚନ ପରବର୍ତ୍ତୀ ସମସ୍ତ ଆକଳନ ଭୁଲ୍‌ ହୋଇଛି। 

ତିନି ରାଜ୍ୟରେ କଂଗ୍ରେସ ଆଗୁଆ: କାମ ଦେଲାନି ମୋଦି ମନ୍ତ୍ର

ତିନି ରାଜ୍ୟରେ କଂଗ୍ରେସ ଆଗୁଆ: କାମ ଦେଲାନି ମୋଦି ମନ୍ତ୍ର

ନୂଆଦିଲ୍ଲୀ, ୧୧।୧୨: ମଙ୍ଗଳବାର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି। ପ୍ରାଥମିକ ପ୍ରର୍ଯ୍ୟାୟରେ ଫଳାଫଳରୁ ରାଜସ୍ଥାନରେ କଂଗ୍ରେସ ଆଗୁଆ ଚାଲିଥିବାବେଳେ ମଧ୍ୟପ୍ରଦେଶରେ ଭାଜପା ଆଗରେ ରହିଥିଲା।

ରାଜସ୍ଥାନରେ କଂଗ୍ରେସ; ମଧ୍ୟପ୍ରଦେଶରେ ଭାଜପା ଆଗୁଆ; ଛତିଶଗଡ଼ରେ କଡ଼ା ଟକ୍କର

ରାଜସ୍ଥାନରେ କଂଗ୍ରେସ; ମଧ୍ୟପ୍ରଦେଶରେ ଭାଜପା ଆଗୁଆ; ଛତିଶଗଡ଼ରେ କଡ଼ା ଟକ୍କର

ନୂଆଦିଲ୍ଲୀ, ୧୧।୧୨:  ମଙ୍ଗଳବାର ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି।

୫ ରାଜ୍ୟରେ ଭୋଟ ଗଣତି ଆରମ୍ଭ

୫ ରାଜ୍ୟରେ ଭୋଟ ଗଣତି ଆରମ୍ଭ

ନୂଆଦିଲ୍ଲୀ,୧୧।୧୨: ଦେଶର ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି। 

ସରକାରୀ ଗୋଦାମରୁ ଚାଉଳ ଗାଏବ

ସରକାରୀ ଗୋଦାମରୁ ଚାଉଳ ଗାଏବ

ଭଦ୍ରକ ଅଫିସ, ୧୧।୧୨ - ଭଦ୍ରକ ଜିଲା ଚରମ୍ପାସ୍ଥିତ ସରକାରୀ ଚାଉଳ ଗୋଦାମରୁ ୧୯୪ କୁଇଣ୍ଟାଲ ଚାଉଳ ନିଅଣ୍ଟ ହେବା ଘଟଣା ସୋମବାର ପଦାକୁ ଆସିଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ ଭାବେ ଭଦ୍ରକ ତହସିଲଦାର ପ୍ରଦୀପ ସାହୁ, ଯୋଗାଣ ନିରୀକ୍ଷକ ଅଶୋକ ବେହେରା ଗୋଦାମରେ ଚଢ଼ାଉ କରି ମହଜୁଦ ଚାଉଳ ହିସାବ କରିବା ପରେ ଏ ସମ୍ପର୍କରେ ଜଣାପଡ଼ିଥିଲା। 

‘ଶିକ୍ଷକ ନିଯୁକ୍ତି ଦିଅ, ନଚେତ୍‌ ସ୍କୁଲ ବନ୍ଦ କର’

‘ଶିକ୍ଷକ ନିଯୁକ୍ତି ଦିଅ, ନଚେତ୍‌ ସ୍କୁଲ ବନ୍ଦ କର’

ବାଲେଶ୍ୱର ଅଫିସ, ୧୧।୧୨-ବାଲେଶ୍ୱର ଜିଲା ସଦର ବ୍ଲକ ରସାଳପୁର ପଞ୍ଚାୟତ କୁଅଁରପୁର ଗ୍ରାମର ହେମଲତା ନୋଡ଼ାଲ ୟୁପି ସ୍କୁଲରେ ୧୨ ଦିନ ହେଲା ତାଲା ପଡିଛି।  ଛାତ୍ରୀଛାତ୍ର, ଅଭିଭାବକ ମିଳିତ ଭାବେ  ‘ଶିକ୍ଷକ ନିଯୁକ୍ତି ଦିଅ, ନଚେତ୍‌ ସ୍କୁଲ ବନ୍ଦ କର’ ଦାବି କରି ସୋମବାର ସଦର ବିଇଓ ଅଫିସ୍‌ ଘେରାଉ କରିଛନ୍ତି। 

ଓଲଟିଲା ବସ୍‌ : ୧୫ ଆହତ

ଓଲଟିଲା ବସ୍‌ : ୧୫ ଆହତ

ପରଜଙ୍ଗ,୧୧।୧୨(ଡି.ଏନ.ଏ.)ପୁଣି ଦୁର୍ଘଟଣାର ଶିକାର ହୋଇଛନ୍ତି ଅନୁଗୋଳର ତୀର୍ଥଯାତ୍ରୀ। ଶନିବାର ମଧ୍ୟରାତିରେ ଜରପଡ଼ା ଥାନା କତଡ଼ାଠାରେ ଟ୍ରକ୍‌ ଧକ୍କାରେ ୪ଜଣଙ୍କ ଜୀବନ ଯାଇଥିବା ବେଳେ ସୋମବାର ଭୋର ସମୟରେ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ. ଜାତୀୟ ରାଜପଥର ଖଇରାମୁଣ୍ଡା ଛକଠାରୁ ମାତ୍ର ଅଳ୍ପଦୂରରେ ଘଟିଛି ଆଉ ଏକ ଦୁର୍ଘଟଣା। 

ଫଟୋରେ ଖବର

ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ
ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ

View
୧୦ ଦଫା ଦାବିନେଇ ବିକ୍ଷୋଭ
୧୦ ଦଫା ଦାବିନେଇ ବିକ୍ଷୋଭ

View
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଫାଟକରେ ତାଲା
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଫାଟକରେ ତାଲା

View
ଯୁବକଙ୍କ ରୋଜଗାର ଦାବିରେ ଜଗତସିଂହପୁର ଜିଲା ଭାଜପା ଶାଖା ପକ୍ଷରୁ ବିକ୍ଷୋଭ
ଯୁବକଙ୍କ ରୋଜଗାର ଦାବିରେ ଜଗତସିଂହପୁର ଜିଲା ଭାଜପା ଶାଖା ପକ୍ଷରୁ ବିକ୍ଷୋଭ

View
କୋଣାର୍କ ଉପରେ ଆଲୋଚନାଚକ୍ର
କୋଣାର୍କ ଉପରେ ଆଲୋଚନାଚକ୍ର

View
ଜାତୀୟ ମାନବାଧିକାର ଦିବସ
ଜାତୀୟ ମାନବାଧିକାର ଦିବସ

View
ଲୋକ ଅଦାଲତ
ଲୋକ ଅଦାଲତ

View
ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୀଲ କୁମ୍ବଲେ
ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୀଲ କୁମ୍ବଲେ

View
ଏସ୍‌ସିବି ମେଡିକାଲରେ ରୋଗୀ ସହାୟକ କେନ୍ଦ୍ର ଉଦ୍‌ଘାଟିତ
ଏସ୍‌ସିବି ମେଡିକାଲରେ ରୋଗୀ ସହାୟକ କେନ୍ଦ୍ର ଉଦ୍‌ଘାଟିତ

View
ଭୂମିହୀନମାନଙ୍କୁ ବାସଗୃହ ଓ ଜମି ଦାବିରେ ବିକ୍ଷୋଭ
ଭୂମିହୀନମାନଙ୍କୁ ବାସଗୃହ ଓ ଜମି ଦାବିରେ ବିକ୍ଷୋଭ

View

Model This Week

ଗୁଡି

ରାଜ୍ୟ

ମେଟ୍ରୋ

Video News

ଜିଲାପାଳଙ୍କ ଅଫିସରେ ତାଲା

ପିଠା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି

ମୁଁ ବି ବଞ୍ଚିବାକୁ ଚାହେଁ

ଲୋ ଭୋଲଟେଜ ପ୍ରତିବାଦରେ କଂଗ୍ରେସର ଧାରଣା

ରାଜ୍ୟ ଅତିଥିଭବନରେ କୋଣାର୍କ ଉପରେ ଆୟୋଜିତ ଆଲୋଚନାଚକ୍ର

ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ନିଯୁକ୍ତି ଦାବି ନେଇ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ

ଯୁବକଙ୍କ ରୋଜଗାର ଦାବିରେ ପିସିସି ବିରୋଧରେ ଜଗତସିଂହପୁର ଜିଲା ଭାଜପା ଶାଖା ପକ୍ଷରୁ ବିକ୍ଷୋଭ

ଶିକ୍ଷକ ନିଯୁକ୍ତି ଦାବିରେ ବିଡିଓ ଅଫିସ ଘେରାଉ

ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ଗଣଧାରଣା